ଜୁନ୍‌୨୧ ବଳୟ ସୂର୍ଯ୍ୟପରାଗ, ଜାଣନ୍ତୁ ପେସା ଭିତ୍ତିରେ କେମିତି କଟିବ ଆପଣଙ୍କ ଦିନ

ଆଜି ସୂର୍ଯ୍ୟପରାଗ। ଏହା ଏକ ବିରଳ ମହାଜାଗତିକ ଘଟଣା। ଏହି ବଳୟ ସୂର୍ଯ୍ୟପରାଗ ଓଡ଼ିଶାରେ ଆଂଶିକ ଦିଶିବ। ଆପଣଙ୍କ ଦିନ ଆଜି କେମିତି କଟିବ। ରାଶି  ଭିତ୍ତିରେ ଆପଣ ଓ ଆପଣଙ୍କ ଜୀବୀକା ତଥା ପେସା ଉପରେ କି ପ୍ରଭାବ ପଡ଼ିବ। … Read More

କାଳିଆ ଦଗା ଦିଆ ନା ଦଗା ଖିଆ ?

କାଳିଆ ନାଁରେ ରାଜନୀତି, କାଳିଆ ନାଁରେ ଭୋଟ୍, କାଳିଆ ନାଁରେ ବେପାର, ପୁଣି କାଳିଆର ପରିଚୟ ନେଇ ସାରା ବିଶ୍ୱରେ ପ୍ରଶଂସା ଗୋଟାଇବାର ପ୍ରୟାସ । କଣ ନଦେଇଛି କାଳିଆ । ହେଲେ ପ୍ରତିବଦଳରେ ସେ ପାଉଛି କଣ ? ସତରେ … Read More

ଆସନ୍ତାକାଲି ବିରଳ ସୂର୍ଯ୍ୟୋପରାଗ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲି ସୂର୍ଯ୍ୟୋପରାଗ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ । ଭାରତର ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି … Read More

ଦିଲ୍ଲୀରେ ଓଡିଆ ଡାକ୍ତରଙ୍କ କରୋନାଜନିତ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ଦିଲ୍ଲୀରେ ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ଓଡିଆ ଡାକ୍ତରଙ୍କ ନାମ … Read More

ସୁନ୍ଦର ତ୍ୱଚା ପାଇଁ କିଛି ଘରୋଇ ଉପଚାର

(ଓଡିଶା ଟାଇମ୍) : ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହଁନ୍ତି । ମୁହଁକୁ ସୁନ୍ଦର କରିବା ପାଇଁ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ମାତ୍ରାରେ ରହିଛି। ବଜାରରେ ମଧ୍ୟ ଘିକୁଆଁରୀର ଜେଲ ମିଳୁଛି। ଘରେ ଘିକୁଆଁରୀ ଗଛ … Read More

ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍ : ଖାରବେଳ ସ୍ବାଇଁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍ । ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ । ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖୁଛନ୍ତି ବରିଷ୍ଠ ବିଜେପି ନେତା … Read More

ପୁଲିସ ମହାନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ : ଉଦଘାଟନ କଲେ ଯୋଡ଼ାମ୍ବ ପୁଲିସ ଥାନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ଦମନ ଉପରେ ଆଲୋଚନା ଏବଂ ଏକ ନୂତନ ପୁଲିସ ଥାନା ଉଦଘାଟନ କରିଛନ୍ତି। ଏହି ଗସ୍ତରେ ସେ ଜିଲ୍ଲାର ସୁରକ୍ଷା … Read More

ଆଲବମ୍ କୁଇନ୍ ଦୀପା ସାହୁଙ୍କ ଅବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର , (ଓଡିଶା ଟାଇମ୍) : ଓଡିଆ ଆଲବମ୍ କୁଇନ ତଥା ଅଭିନେତ୍ରୀ ଦୀପା ସାହୁ କ୍ୟାନସରରେ ପୀଡ଼ିତ ଅଛନ୍ତି । ଆଜି ଦୀପାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଅଭିନେତ୍ରୀ ଦୀପା … Read More

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରୁ ଆଉ ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୯ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ … Read More

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହେଲା ଡୁମୁଡୁମା ସୁବାସ ନଗର ବସ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିରୁ ଏକାଧିକ ଆକ୍ରାନ୍ତ … Read More