ଆନ୍ଦୋଳନ ସତ୍ୱେ ତୁଳସୀକ୍ଷେତ୍ରରେ ଗଡ଼ିଲାନି ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :କରୋନା ସଂକ୍ରମଣ ଭୟ ଯୋଗୁ ସର୍ବୋଚ୍ଚ ଅଦାଲତ କେବଳ ପୁରୀରେ କଟକଣା ମଧ୍ୟରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁମତି ପ୍ରଦାନ କରିଥିବା ବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଥିବାରୁ ତୁସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ … Read More

ଆତ୍ମନିର୍ଭର ଭାରତ-ଚାବିକାଠି କେଉଁଠି?

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ ମାସ ୧୨ ତାରିଖରେ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣରେ ଆତ୍ମନିର୍ଭର ଭାରତ ବିଷୟ ଉତ୍‌ଥାପନ କରିଥିଲେ । ଏହା ନୂଆକଥା ନଥିଲା । ମହାତ୍ମା ଗାନ୍ଧୀ ତାଙ୍କର ପୁସ୍ତକ “ହିନ୍ଦ୍ ସ୍ୱରାଜ୍” ରେ ସ୍ୱଦେଶୀ … Read More

କ୍ୟାନସର ହସ୍ପିଟାଲରେ କ୍ୟାନସର ରୋଗୀକୁ କରୋନା

କଟକ, (ଓଡିଶା ଟାଇମ୍) : କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପହଞ୍ଚିଲା କରୋନା । ଜଣେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଜୁନ ୧୯ ରେ କ୍ୟାନସର ପହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । … Read More

ଚତୁର୍ଦ୍ଧାମୂରତିଙ୍କ ଆଡପ ମଣ୍ଡପ ବିଜେ : ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର

ପୁରୀ, (ଓଡିଶା ଟାଇମ୍) : ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । … Read More

ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସ ଔଷଧ ବାହାର କରିଥିବା ଦାବି କରିଥିବା ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦିକ ସଂସ୍ଥା ଦିବ୍ୟ ଫର୍ମାସୀ ବର୍ତ୍ତମାନ ଅଡୁଆରେ ପଡିଯାଇଛି । କମ୍ପାନୀକୁ ଥଣ୍ଡା କାଶ ଔଷଧ ତିଆରି କରିବାକୁ ମିଳିଥିଲା ଲାଇସେନ୍ସ … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଭଲ ଖବର । ରାଜ୍ଯରେ ଆଜି ଆଉ  ୧୩୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୧୨୩କୁ ବୃଦ୍ଧି ପାଇଛି । ସୁସ୍ଥ … Read More

ସ୍ୱାସ୍ଥ୍ୟପାଇଁ ଉପକାରୀ ମୂଳା

(ଓଡିଶା ଟାଇମ୍) : ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥାଏ ମୂଳା । ମୂଳାକୁ ଆମେ ସାଧାରଣତଃ ସାଲାଡ଼, ସାମ୍ବାର, ଆଚାର ,ତରକାରୀରେ ପକାଇ ଖାଇଥାଉ । ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି … Read More

ପୁରୀରେ ସେବାୟତ ଓ ପୋଲିସଙ୍କ ହେବ କୋଭିଡ୍ ଟେଷ୍ଟ

ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ … Read More

ଭୁବନେଶ୍ୱର: ଚିହ୍ନଟ ହେଲେ ଆଉ ୨୨ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । … Read More

କାଲି ଛଡ଼ାଯିବ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

ପାରାଦୀପ, (ଓଡିଶା ଟାଇମ୍) : ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆସନ୍ତାକାଲି ଦିନ ୧୦ଟାରେ ପୂର୍ଜାଚ୍ଚନା ପରେ ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ତଳମୁଣ୍ଡର … Read More