ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ ବଲିଉଡର ନାମୀଦାମୀ କଳାକାର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମହାମାରୀ ପାଲଟିଥିବା କରୋନାଭାଇରସ୍ ଇଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଉପରେ ବି ପ୍ରଭାବ ପକାଇଛି । ଯେଉଁଥିପାଇଁ ଏବେ ବକ୍ସ ଅଫିସରେ କେଉଁ କଳାକାରଙ୍କ ଫିଲ୍ମି ଟକ୍କର ନା ବଡ ପରଦାରେ କୌଣସି ଚଳଚ୍ଚିତ୍ର ରିଲିଜ ଦେଖିବାକୁ ମିଳୁଛି । … Read More











