ଫେସବୁକରେ ଆସିଲା ଅବତାର ଫିଚର୍ସ; ଏବେ ବନାଇପାରିବେ ନିଜର ଆନିମେଟେଡ୍ କ୍ୟାରେକ୍ଟର
ନୂଆଦିଲ୍ଲୀ,(ଓଡିଶା ଟାଇମ୍): ପପୁଲାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍ସ ଲଞ୍ଚ କରିଛି । ଯାହାର ନାମ ଅବତାର ରହିଛି । ଏହାକୁ ବ୍ୟବହାର କରି ୟୁଜର୍ସ ମାନେ ନିଜର ଆନିମେଟେଡ୍ ଅବତାର ବା … Read More











