କେମିତି ଆସିଲା କରୋନା; ଯାଞ୍ଚ ପାଇଁ ଚୀନ୍ ଯିବେ ଡବ୍ଲ୍ୟୁଏଚଓ ଟିମ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ୍ ମହାମାରୀର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଆସନ୍ତା ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର ଏକ ଟିମ୍ ଚୀନ ଗସ୍ତରେ ଯିବେ । ଏସମ୍ପର୍କରେ ଘୋଷଣା କରିଛନ୍ତି ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧାନୋମ ଘେବ୍ରେୟସନ। … Read More











