ଭାରତରେ ୨୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୮ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩,୧୭୪ରେ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୬ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୭୩୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

କରୋନା ପଜିଟିଭ ପରେ ବିଗ୍ ବି’ଙ୍କ ମୁମ୍ବାଇସ୍ଥିତ ୪ ବଙ୍ଗଳା ସିଲ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଶେହେନସା ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁମ୍ବାଇ ସ୍ଥିତ ତାଙ୍କର ୪ଟି ବଙ୍ଗଳାକୁ ସିଲ୍ କରାଯାଇଛି । ଅମିତାଭ ବଚ୍ଚନଙ୍କ ଜଲସା, ପ୍ରତୀକ୍ଷା, ଜନକ … Read More

ଆସାମରେ ବନ୍ୟା ସ୍ଥିତ ଗମ୍ଭୀର; ୬ ଲକ୍ଷରୁ ଅଧିକ ପ୍ରଭାବିତ, ୪୨ ମୃତ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ସ୍ଥିତି ବିଗିଡିବାରେ ଲାଗିଛି । ଯାହା ଫଳରେ ଆସାମରେ ବନ୍ୟା ଯୋଗୁଁ ୨୦ ଜିଲ୍ଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବା ସହ ୪୨ ଜଣକଙ୍କ … Read More

ଆଜି ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ସୁସ୍ଥ ସଂଖ୍ୟା ୮,୭୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ଆଜି ଭୁବନେଶ୍ୱରରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତ ବଢୁଥିବା ବେଳେ ପୁଣି ଆଜି ରାଜ୍ୟରେ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । … Read More

ଗଞ୍ଜାମରେ ହେବ ଆଉ ୮ଟି କୋଭିଡ଼ ହସ୍ପିଟାଲ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ଆଉ ୮ଟି କୋଭିଡ୍‌ ହସ୍ପିଟାଲ । ୫ଟି CCC (CCC- କୋଭିଡ୍‌ କେୟାର ସେଣ୍ଟର) ଓ ୩ଟି DCHC (ଡେଡିକେଟେଡ କୋଭିଡ୍‌ ହେଲ୍‌ଥ … Read More

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏବଂ ଅବକ୍ଷୟମୁଖୀ ଗଣମାଧ୍ୟମ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କରମୃତ୍ୟୁ ଖବର ଏବେ ଚହଳ ସୃଷ୍ଟି କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ବିବାଦ ସୃଷ୍ଟି ହେବାର ଲାଗିଛି । ଜଣେ ସମାଜସେବୀ ଏବଂ ଉଦ୍ଦୀପନାସୃଷ୍ଟିକାରୀ ବକ୍ତା ହିସାବରେ ଆଦିତ୍ୟ ଦାଶଙ୍କର ଅନେକ ସୁନାମ … Read More

ବିରଳ ଘଟଣା: ଏକ ସଙ୍ଗେ ୪ ବାଛୁରୀଙ୍କୁ ଜନ୍ମ ଦେଲା ଗୋଟିଏ ଗାଈ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :ଗୋଟିଏ ଗାଈ ଏକାଥରକେ ୪ଟି ବାଛୁରୀ ଜନ୍ମ ଦେଲା ଭଳି ବିରଳ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଚେରୀପଡ଼ା ଗାଁରେ ଗୋଟିଏ ଗାଇ ୪ଟି ବାଛୁରୀ ଜନ୍ମ ଦେଇଛି । କଚେରୀପଡ଼ା … Read More

କେନ୍ଦ୍ରାପଡ଼ାରେ କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌): କରୋନା ଧରାଇ ଦେଇଛି ବର୍ଷେ ତଳେ କେନ୍ଦ୍ରାପଡ଼ା ସହରରେ ହୋଇଥିବା ଏକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ  ଗୁଳିକାଣ୍ଡ ଘଟାଇବା ପରେ ଏହି ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ାରୁ ଫେରାର ହୋଇ ଆବୁଧାବି ପଳାଇଯାଇଥିଲା । ସେଠାରେ ସେ ଲୁଚି … Read More