ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୨୮୦ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଭାରତରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୯ ଲକ୍ଷ ୦୬ ହଜାର ୭୫୨ରୁ ଅଧିକ ଟପିଛି। ଦେଶରେ କରୋନା ଜନିତ … Read More

କରୋନା ଭାଇରସ୍ ସ୍ଥିତି ଅଧିକ ଖରାପ ହେବ; ଚେତାବନୀ ଦେଲା ଡବ୍ଲ୍ୟୁଏଚଓ

ଜେନେଭା, (ଓଡିଶା ଟାଇମ୍‌): ଦେଶବ୍ୟାପୀ କରୋନା ଭାଇରସ୍ ମହାମାରୀ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସୋମବାର ଦିନ ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) । ଯଦି ସମସ୍ତ ରାଷ୍ଟ୍ର ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରତି ସତର୍କତା ଅବଲମ୍ବନ … Read More

ବିଶାଖାପାଟଣାର ଫାର୍ମା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ, (ଓଡିଶା ଟାଇମ୍‌): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଏକ ଫାର୍ମାସିଟ୍ୟୁକାଲ୍ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏସମ୍ପର୍କରେ ସୂଚନା ଦେଇ ବିଶାଖାପାଟଣା ଜିଲ୍ଲାପାଳ ଭି. ବିନୟ ଚାନ୍ଦ … Read More

ହୋଟେଲରେ ରାଜସ୍ଥାନ ରାଜନୀତି

ବରେନ୍ଦ୍ର କୃଷ୍ଣ ସାହୁ: ହୋଟେଲକୁ ଗଲାଣି ରାଜସ୍ଥାନ ରାଜନୀତି । ଯାହାକି, ଆମ ଦେଶରେ ଘୋଡ଼ା ବେପାର ରାଜନୀତିର ଶେଷ ପର୍ଯ୍ୟାୟ । ଅର୍ଥାତ୍, ରାଜସ୍ଥାନ ସରକାର ଭାଙ୍ଗିଯିବା ଏକ ପ୍ରକାର ଥୟ କହିଲେ ଭୁଲ୍ ହେବନି । ସଚିନ୍ ପାଇଲଟଙ୍କ … Read More

ମହିଳା ସଙ୍ଗଠନକୁ ସୁଦୃଢ଼ ଲକ୍ଷ୍ୟ: ୧୮ ନେତ୍ରୀଙ୍କୁ ୩୦ ଜିଲା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ି ନେତ୍ରୀ ଲୋପାମୁଦ୍ରା … Read More

ଭାରତ-ଚୀନ୍ ବିବାଦ; ଆସନ୍ତାକାଲି ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରୀୟ ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ଓ ଚୀନ୍ ଭିତରେ ଲେଫ୍ଟନାଣ୍ଟ ଜେନେରାଲ୍ ର‌୍ୟାଙ୍କ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଦିନ ଚୁସୁଲ ଠାରେ ଆଲୋଚନା ହେବ ବୋଲି ସୁତ୍ରରୁ ପ୍ରକାଶ । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଏହି କଥାବାର୍ତ୍ତା … Read More

୧୮୦ ଚାକିରି ବାତିଲ କଲା ଏୟାର ଇଣ୍ଡିଆ; ପ୍ରଶିକ୍ଷାର୍ଥୀ ନିରାଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କରୋନା ଭାଇରସ୍ ମହାମାରୀ ଯୋଗୁଁ ଦେଶରେ ବିମାନ ସେବା କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଯାହା ଫଳରେ ଏୟାର ଇଣ୍ଡିଆ କମ୍ପାନୀ ୧୮୦ ଟ୍ରେନି କେବିନ୍ କ୍ରୁ ମେମ୍ବରଙ୍କ ଚାକିରିକୁ ବାତିଲ କରିଛି । ଏନେଇ … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୨୫୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ପରିବର୍ତ୍ତିତ … Read More