ବର୍ଷା ଓ ବଜ୍ରପାତ ଆଶଙ୍କା, ରାଜ୍ୟର ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ସହିତ କିଛି କିଛି ଅଞ୍ଚଳରେ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ … Read More

କରୋନା କବଳରେ ବାଲେଶ୍ୱର ସହକାରୀ ବନ ସଂରକ୍ଷକ

ବାଲେଶ୍ଵର, (ଓଡିଶା ଟାଇମ୍) : କରୋନା କବଳରେ ବାଲେଶ୍ୱର ସହକାରୀ ବନ ସଂରକ୍ଷକ । ତାଙ୍କର ନମୁନା ପଜିଟିଭ ବୋଲି ଜଣାପଡିବା ପରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି … Read More

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମର, ଜଣେ ଭୁବନେଶ୍ୱରର। ଭୁବନେଶ୍ୱରର ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୭୨ବର୍ଷ ଓ ସେ ପୁରୁଷ ବୋଲି … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮୯୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଦିନକରେ ୨୯,୪୨୯ ସଂକ୍ରମିତ, ୫୮୨ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ଦେଶରେ ଦିନକରେ ୨୯,୪୨୯ ରୋଗୀ ଚିହ୍ନଟ ହୋଇଛନ୍ତି।  ଏହାକୁ … Read More

ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି  ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ । ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରୀୱାଲ ।  ସକାଳ ୧୦ଟା ସମୟରେ ପରୀକ୍ଷା ଫଳ CBSE … Read More

ପଦରୁ ହଟିବା ପରେ କି ପ୍ରତିକ୍ରିୟା ଦେଲେ ସଚିନ ପାଇଲଟ, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ମଙ୍ଗଳବାର ଦିନ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିଛି।ଏଥିସହିତ ତାଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରି ଦିଆଯାଇଛି । ସୂଚନାନୁଯାୟୀ, ସଚିନ … Read More

ଉପ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ପାଇଲଟ୍ ବିଦା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗେହଲଟ୍–ପାଇଲଟଙ୍କୁ ନେଇ ବଢ଼ିଲା କଂଗ୍ରେସର ରାଜସ୍ଥାନ ଚିନ୍ତା । ଘୋଡ଼ା ବେପାର ରାଜନୀତିର ଶେଷ ପର୍ଯ୍ୟାୟ ହୋଟେଲ୍ ପଲିଟିକ୍ସ ଡେଇଁ ଏବେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରାଜସ୍ଥାନ ସରକାର । କଂଗ୍ରେସ ପାଇଁ ମଧ୍ୟପ୍ରଦେଶ, ରାଜସ୍ଥାନ ହେବାକୁ … Read More

କରୋନା ନେଲା ଜଣେ ପ୍ରଶାସିକାଙ୍କ ମୁଣ୍ଡ

କରୋନା ନେଲା ଜଣେ ପ୍ରାଶାସନିକ ଅଧିକାରୀଙ୍କ ମୁଣ୍ଡ । ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗ ହୁଗଲୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନ ନଗର ସବ୍ ଡିଭିଜନର ଡେପୁଟି ମାଜିଷ୍ଟ୍ରେଟ୍ ଦେବଦତ୍ତା ରାୟ । କିଛି ଦିନ ତଳେ ଦେବଦତ୍ତାଙ୍କ ଠାରେ କରୋନା … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୮୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More