ଅଯଥା ଚର୍ଚ୍ଚା: ବବି ହେବେ ଉପମୁଖ୍ୟମନ୍ତ୍ରୀ
ଦିନକୁ ହଜାରେ ରୁ ବାରଶ’ ସଂଖ୍ୟାରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢ଼ୁଛି। ନିୟନ୍ତ୍ରଣ କରିବା ପାଇଁ ସରକାର ଲାଗୁ କରିଥିବା ଅତିରିକ୍ତ ୩-ଟି ବ୍ୟବସ୍ଥା କେମିତି କାର୍ଯ୍ୟକରୁଛି ତାହା ଏଥିରୁ ସ୍ପଷ୍ଟ। ଚାରିଆଡ଼େ ଲକ୍ଡାଉନ୍, ଶଟ୍ ଡାଉନ୍ ବଳବତ୍ତର ରହିଛି। … Read More











