ଘୋଷଣା ହେଲା ଫେବୃୟାରୀପାଇଁ ନୂଆ କୋଭିଡ୍‌ ନିୟମାବଳୀ: ଜାରି ରହିବ କର୍ଫ୍ୟୁ କିନ୍ତୁ ସ୍ଵିଗି, ଜୋମାଟୋକୁ ଛାଡ଼

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କୋଭିଡ୍‌ ନିୟନ୍ତ୍ରଣ ପାଇଁ ଫେବୃୟାରୀ ମାସର ନିୟମାବଳୀ ଘୋଷଣା କରାଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏହି ନିର୍ଦେଶନାମା ଅନୁସାରେ ଫେବୃୟାରୀରେ ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବଭଳି ଜାରି ରହିବ। କିନ୍ତୁ ସ୍ୱିଗି, ଜୋମାଟୋ ଭଳି … Read More

ଫେବୃୟାରୀରେ ନିର୍ଦ୍ଧାରିତ ଅନେକ ଭିସ୍ତାରା ବିମାନ ବାତିଲ

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଏୟାର ଇଣ୍ଡିଆ ହାତେଇଥିବା ଟାଟା କମ୍ପାନୀ ଅଧିକୃତ ଅନ୍ୟତମ ବିମାନ  ଭିସ୍ତାରା ଏୟାରଲାଇନ୍ସ ଫେବୃଆରୀ ମାସ ପାଇଁ  ଏହାର ଅନେକଗୁଡ଼ିଏ ବିମାନ ଚଳାଚଳକୁ ବାତିଲ କରିଛି।    ଚାହିଦା କମ୍ ରହିବା ହେତୁ ଏପରି କରାଯାଇଥିବା ସୂଚନା … Read More

ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର, : ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ … Read More

୨୭ ଯାଏ କୁହୁଡ଼ି ତା ପରେ ଶୀତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): : ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ କହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତନ ହେବ। ଏପରିକି ତାପମାତ୍ରା … Read More

ପଦ୍ମ ତାଲିକାରେ ଟିକା ନିର୍ମାତା, microsoft ଓ Google CEO, ପଢ଼ନ୍ତୁ ପୂରା ତାଲିକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଏଥର ପଦ୍ମ ତାଲିକାରେ ବିଜ୍ଞାନ, କଳା,  କ୍ରୀଡ଼ା ଓ ସାମରିକ ପ୍ରତିଭାଙ୍କ ସମେତ କରୋନା ସମୟରେ ଦେଶକୁ ଦୁଇଟି ଟିକା ଉପହାର ଦେଇଥିବା ସିରମ୍‌ ଓ ଭାରତ ବାୟୋଟେକ୍‌ ମୁଖ୍ୟଙ୍କୁ ମଧ୍ୟ ପଦ୍ମଭୂଷଣ ଉପାଧି ମଳିବ। ଏହା … Read More

ଫେବୃୟାରୀ୨୭ରେ ପୋଲିଓ ଟିକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଫେବୃୟାରୀ ୨୭ରେ  ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ୫ ବର୍ଷ ଯାଏ ସମସ୍ତ ଶିଶୁଙ୍କୁ ପଲ୍ସ ପୋଲିଓ ଟିକା ଦିଆଯିବ। lଯଉଁମାନେ କ୍ୟାମ୍ପରେ ଟିକା ଗ୍ରହଣ ନକରିଥିବେ ସେମାନଙ୍କ ପାଇଁ ଫେବୃୟାରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ … Read More

ପ୍ରତିଭା ରାୟଙ୍କୁ ପଦ୍ମବିଭୂଷଣ, ବିପିନ ରାୱତଙ୍କୁ ମରୋଣତ୍ତର ପଦ୍ମବିଭୂଷଣ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଓଡ଼ିଆ ସାହିତ୍ୟର ଅନ୍ୟତମ ଲବ୍ଧପ୍ରତିଷ୍ଠ ସ୍ରଷ୍ଟା ଡ. ପ୍ରତିଭା ରାୟଙ୍କୁ ଚଳିତବର୍ଷର ପଦ୍ମଭୂଷଣ ପୁରସ୍କାର ପ୍ରଦାନ ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ତାଲିକା ଅନୁସାରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କ ସହକର୍ମୀ କିମ୍ବା ପଡୋଶୀଙ୍କ ସହକର୍ମୀ କିମ୍ବା ପଡୋଶୀଙ୍କ ସହ ମନାନ୍ତର ସୃଷ୍ଟି କରିବ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । … Read More

ଭୁବନେଶ୍ୱରରୁ ନୟାଗଡ଼ ସହର ଟ୍ରେନ୍‌ରେ ସିସିଟିଭି ସହ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) ପ୍ରଥମଥର ପାଇଁ ଭୁବନେଶ୍ୱର-ନୟାଗଡ଼ ଟାଉନ ମେମୁ ଟ୍ରେନରେ ସିସିଟିଭି ପର୍ଯ୍ୟବେକ୍ଷଣ ସହିତ ଆଧୁନିକ ସୁବିଧା ପ୍ରଦାନ କରିଛି ଭାରତୀୟ ରେଳ। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ … Read More