ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ସଂଖ୍ୟା ଏବେ ୨୦,୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More

୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲଟିରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍, ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ଯରେ କରୋନା ପାଇଁ ରାଜ୍ୟ ସରକାର କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବା ପାଇଁ ଜାରି କରିଛନ୍ତି । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ ।  ରାଜ୍ୟରେ  ସବୁଠି ଧାର୍ମିକ ଅନୁଷ୍ଠାନ … Read More

ଅଗଷ୍ଟ ମାସରେ କିପରି ଚାଲିବ ସରକାରୀ ଅଫିସ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଓଡିଶା ପ୍ରଶାସନ ପକ୍ଷରୁ ଆଗାମୀ ମାସ ଅର୍ଥାତ୍ ଅଗଷ୍ଟରେ ସରକାରୀ କାର୍ଯ୍ୟାଳୟଗୁଡିକର କାର୍ଯ୍ୟକାରିତା ନେଇ ନୂଆ ନିର୍ଦ୍ଦେଶାନାମା ଜାରି ହୋଇଛି । ୫୦% କର୍ମଚାରୀଙ୍କୁ ନେଇ ରାଜ୍ୟର ସବୁ ସରକାରୀ ଅଫିସ ଚାଲିବ । କେବଳ … Read More

ରାଜଧାନୀରୁ ଆଉ ୧୨୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୫ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ … Read More

ଦାନା ବାନ୍ଧୁଛି ଲଘୁଚାପ; ଅଗଷ୍ଟ ୪ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ସପ୍ତାହରେ ବଙ୍ଗୋପସଗାରରେ ଏକ ଘୁର୍ଣ୍ଣିବଳୟ ଦାନା ବାନ୍ଧୁଛି । ଏହା ଲଘୁଚାପର ରୂପ ନେବା ସହ ବର୍ଷା ହେବା ନେଇ ଅନୁମାନ କରିଛି ସୋଆ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ଡକ୍ଟର ନିର୍ଦ୍ଦେଶକ ଶରତ … Read More

କଟକ ସହରରୁ ଆଉ ୨୨ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) :କଟକ ସହରରୁ ଆଉ ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୧୫ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୨୨ । କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ସରକାରୀ, ୨ଜଣ … Read More

ମେଦବହୁଳତା ସହ ପେଟ ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହି ଜିନିଷ

(ଓଡିଶା ଟାଇମ୍) : ମେଦବହୁଳତା ଆଜିକାଲି ଅନେକ ଲୋକଙ୍କ ସମସ୍ୟା ପାଲଟି ଗଲାଣି । ତା ସାଙ୍ଗକୁ ପୁଣଇ ପେଟ ସମସ୍ୟା । ଏହି ସବୁ ସମସ୍ୟା ଦୂର କରିବାକୁ ସକାଳ ସମୟରେ ଅମୃତଭଣ୍ଡା ଖାଆନ୍ତୁ , ସେବନ କରନ୍ତୁ ଘି … Read More

ଲାଞ୍ଚ ମାଗି ନିଲମ୍ବିତ ହେଲେ ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏଏସ୍ଆଇ

ତାଳଚେର, (ଓଡିଶା ଟାଇମ୍) : ଲାଞ୍ଚ ମାଗିବା ମହଙ୍ଗା ପଡିଛି ଜଣେ ପୋଲିସ୍ ବାବୁଙ୍କୁ । ଲାଞ୍ଚ ମାଗିବାରୁ ନିଲମ୍ବିତ ହୋଇଛନ୍ତି ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏ ଏସ୍ ଆଇ କାର୍ତ୍ତିକ ବେହେରା । ଏକ ଡ୍ରେନ୍ ନିର୍ମାଣକୁ … Read More

ଆଜିଠୁ ଖୋଲିଲା ୟୁନିଟ୍ ୪ ମାର୍କେଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ୧୪ ଦିନ ବନ୍ଦ ହେବା ପରେ ଆଜିଠୁ ପୁଣି ଖୋଲିଛି ୟୁନିଟ୍ ୪ ମାର୍କେଟ । କରୋନା କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସବୁ ଦୋକାନୀ … Read More

ଗିନିଜ୍ ୱାଲ୍ଡ ରେକର୍ଡରେ ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ମାନବ କମ୍ପ୍ୟୁଟର ଭାବେ ପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ‘ସବୁଠୁ ଫାଷ୍ଟ ହ୍ୟୁମାନ୍ କମ୍ପୁଟର’ ଭାବେ ସମ୍ମାନିତ କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଯାହାଙ୍କ ଉପରେ ନିର୍ମିତ ହୋଇଛି ଏକ … Read More