ଦେଶରେ ୧୭ ଲକ୍ଷ ଟପିଲା କରୋନା ସଂକ୍ରମଣ; ଗତ ୨୪ ଘଣ୍ଟାରେ ୫୪,୭୩୬ ଆକ୍ରାନ୍ତ ଓ ୮୫୩ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୭ ଲକ୍ଷ ୫୦ ହଜାର ୮୨୪ ରେ ପହଞ୍ଚିଛି । ଦେଶରେ … Read More

ଭୁବନେଶ୍ୱରରେ ଖୋଲିବ ସମସ୍ତ ସପିଂ ମଲ୍, ବିଏମସିର ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍ । ସର୍ତ୍ତ ସହ ମଲ୍ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ରାଜଧାନୀରେ ଖୋଲିବାକୁ ଥିବା ସବୁ ସପିଂ ମଲ୍ ପାଇଁ ପୂରା ଏସଓପି ଜାରି … Read More

ଦୁଇ ଦିନ ପରେ ମନମୋହନଙ୍କ ପାଇଁ ବାହାରିଲେ

ଦୁଇ ଦିନ ତଳେ କଂଗ୍ରେସର ଭିର୍ଚୁଆଲ୍ ବୈଠକରେ ବୁଢା-ଟୋକା ଲଢ଼େଇ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ଆଗକୁ ଆସିଲେ ଦଳର ଛାମୁଆ ନେତା । ୟୁପିଏ ସରକାରରେ ମନ୍ତ୍ରୀ ଥିବା ମନୀଷ ତିୱାରୀ, ମିଲିନ୍ଦ ଦେଓରା, ଆନନ୍ଦ ଶର୍ମା, … Read More

ରାଜ୍ୟ ପାଇଁ ଭଲ ଖବର, ରାଜ୍ୟରେ ଆଉ ୭୫୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର ରାଜ୍ୟରେ ଆଜି ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି … Read More

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କୁ ଖୋଜି ପାଉନି ବିହାର ପୋଲିସ

ପାଟନା, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ପାଟନା ପୋଲିସ ଗାର୍ଲଫ୍ରେଣ୍ଡ ରିୟାଙ୍କୁ ଖୋଜି ପାଉନଥିବା ନେଇ କହିଛନ୍ତି ଜଣେ ଅଧିକାରୀ । ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପଣ୍ଡା କହିଛନ୍ତି ଯେ … Read More

ଭୁବନେଶ୍ୱରରେ ଆଜି ପୁଣି ୧୨୬ କରୋନା ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପୁଣି ରାଜଧାନୀରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ … Read More

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) : ଉତ୍ତରପ୍ରଦେଶର ବରିଷ୍ଠ ରାଜନେତା ତଥା ରାଜ୍ୟ ସଭା ସାସଂଦ ଅମର ସିଂଙ୍କର ନିଧନ ହୋଇଛି । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । … Read More

ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ୫ଟି ପ୍ରକାର ଭୂତାଣୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି । ତେବେେ ଏହି କରୋନା କୁ  ନେଇ ଏକ ଜିନମ ସର୍ଭେ କରାଯାଇଥିଲା । ଏହି ଜିନମ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ … Read More

କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରୁ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଗଞ୍ଜାମ, ଖୁର୍ଦ୍ଧା ଜିଲା କରୋନା ହଟସ୍ପଟ୍ ପଲଟିଛି। ତେବେ ଯେତେ ରୋକିଲେ ବି ରୋକି ହେଉନି କରୋନା ସଂକ୍ରମଣ … Read More

ସରକାରୀ ସଜାଗୃହର ୪୪ ଅନ୍ତେବାସୀ କରୋନା ପଜିଟିଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗଞ୍ଜାମ ଜିଲାରେ ଅଧିକ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ବ୍ରହ୍ମପୁର ସ୍ଥିତ ସରକାରୀ ସଜାଗଗୃହରେ ଥିବା ୪୪ … Read More