ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରାଯିବ । ଏସମ୍ପର୍କରେ ବିହାର ସରକାର କେନ୍ଦ୍ର ପାଖରେ ସୁପାରିଶ କରିଥିଲେ, ଯାହାକୁ ମାନି ନେଇଛନ୍ତି କେନ୍ଦ୍ର ସରକାର । ସିବିଆଇ ଯାଞ୍ଚ ଦାବି … Read More











