କ୍ରୀତଦାସ ପାକିସ୍ତାନ ସେନାକୁ ଚୀନ୍‌ ଶ୍ରମିକଙ୍କ ମାଡ଼

ଚୀନ୍‌ର ଦାସତ୍ୱରେ ପାକିସ୍ତାନ ଏତେ ପରିମାଣରେ ବୁଡ଼ି ଯାଇଛି ଯେ ତାହା କଳ୍ପନା କରିହେବ ନାହିଁ । ବର୍ତ୍ତମାନ ଚୀନ୍ ସାମ୍ନାରେ ପାକିସ୍ତାନୀ ସୈନିକଙ୍କ ମାନସମ୍ମାନ କିଛି ନାହିଁ । ସିପିଇସି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଚୀନ୍‌ର ଶ୍ରମିକମାନେ ପାକିସ୍ତାନ ସେନା … Read More

“ଶିବସେନାକୁ ଶାହା ଭୟ”, ଅଶୋକ ଗେହଲୋତ୍‌ଙ୍କୁ ଉଦ୍ଧବ ଠାକ୍‌ରେଙ୍କ ଚେତାବନୀ, ଶାହା ମଧ୍ୟ ଆଇସୋଲେସନ ୱାର୍ଡରୁ ସରକାର ଭାଙ୍ଗି ପାରିବେ

ଅମିତ ଶାହା ୱୁହାନ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି, କିନ୍ତୁ ରାଜନୀତିରେ ତାଙ୍କର ପ୍ରାଧାନ୍ୟତା ଅକ୍ଷୁର୍ଣ୍ଣ ରହିଛି । ତାଙ୍କର ବ୍ୟକ୍ତିତ୍ୱ ଏପରି ଯେ ଗୁରୁଗ୍ରାମର ଏକ ଡାକ୍ତରଖାନାର ବିଚ୍ଛିନ୍ନତା ୱାର୍ଡରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କ ବିରୋଧୀମାନେ ତାଙ୍କ ନାମ … Read More

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ମନ୍ଦିର ଖୋଲିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ … Read More

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଣବ ମୁଖାର୍ଜୀ । ଏହା ସହ ଗତ ୭ଦିନ ମଧ୍ୟରେ ଭେଟିଥିବା ଲୋକଙ୍କୁ … Read More

ପ୍ଲାଜମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ମଧ୍ୟପ୍ରଦେଶ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହନା କରୋନାରୁ ସୁସ୍ଥ ହୋଇଛନ୍ତି । ସେ ସୁସ୍ଥ ହେବ ପରେ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଏହା ଦ୍ବାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ … Read More

ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍ଓ

ଚିଲିକା,(ଓଡିଶା ଟାଇମ୍) : ଭିଜିଲାନ୍ସ ପଞ୍ଝାରେ ଚିଲିକା ଡିଏଫ୍ଓ। ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି । ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ … Read More

ରାଜ୍ୟରେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୫୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୪୫୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ଏଭଳି ଜବାବ ରଖିଲା ଭାରତ

ନୂଆଦି‌ଲ୍ଲୀ, (ଓଡିଶା ଟାଇମ୍‌): ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ହେଉଥିବା ବିବାଦ ସମ୍ପର୍କରେ ଜବାବ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସିଆଇଆଇ ସମ୍ମିଳନୀରେ ଏସ୍‌. ଜୟଶଙ୍କର ‘ ’ ସମ୍ପର୍କରେ … Read More

କରୋନା ଲଢେଇରେ ଆଖିବୁଜିଲେ ୨ କରୋନା ଯୋଦ୍ଧା

ପୁରୀ, (ଓଡିଶା ଟାଇମ୍) : କରୋନାରେ ଦୁଇ ପୋଲିସ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ସହ ସମ୍ମୁଖ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ … Read More