ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ; ପାସ୍‌ହାର ୯୩ ପ୍ରତିଶତ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିପିୟୁଟିର ବିଟେକ୍ ଓ ଏମ୍ଏସସି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ବିପିୟୁଟିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଟେକ୍ ଓ ଏମ୍ଏସସିର ଫାଇନାଲ ସେମିଷ୍ଟରରେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ … Read More

ଓଏଏସ୍ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ । ପୂର୍ବରୁ ନିଜ ଅଫିସ ର ମହିଳା … Read More

ଏବର୍ଷ ଟ୍ବିନ୍ ସିଟିରେ ହେବନି ଗଣେଶ ପୂଜା

ଭୁବନେଶ୍ବର, (ଓଡିଶା ଟାଇମ୍) : ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମରୀ । ଏନେଇ ଚଳିତ ବର୍ଷ ଟ୍ୱିନସିଟିର ମଣ୍ଡପରେ ହୋଇପାରିବନି ଗଣେଶ ପୂଜା । ଉଭୟ କଟକ ଓ ଭୁବନେଶ୍ୱର ପୂଜା ମଣ୍ଡପଗୁଡିକୁ କୌଣସି ଅନୁମତି … Read More

ରାଜ୍ୟରେ ଆଜି ୯ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ମୟୁରଭଞ୍ଜରୁ ୨, କଟକରୁ ୨, କନ୍ଧମାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ … Read More

ରାଜ୍ୟରେ ଚିହ୍ନଟ ହେଲେ ସର୍ବାଧିକ ୧୯୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଆମେରିକାକୁ ପାକିସ୍ତାନର ନିବେଦନ – ଭାରତରୁ ଉତ୍ତେଜନା ହ୍ରାସ କର

କାଶ୍ମୀର ପ୍ରସଙ୍ଗକୁ ନେଇ ସାଉଦି ଆରବ ସହ ପାକିସ୍ତାନ ମଧ୍ୟ ନିଜର ସମ୍ପର୍କକୁ ନଷ୍ଟ କରିଦେଇଛି । ୧୯୪୭ ମସିହାରେ ସ୍ୱାଧୀନତା ପରଠାରୁ ପାକିସ୍ଥାନ ଏବଂ ଭାରତ ମଧ୍ୟରେ ତିକ୍ତତା ଜାରି ରହିଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବା … Read More

ପ୍ରଣବଙ୍କ ସ୍ୱାସ୍ଥ୍ୟ ବସ୍ଥାକୁ ନେଇ ଗୁଜବ; ପୁଅ କହିଲେ ବାପା ସୁସ୍ଥ ଅଛନ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟ ବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ ରଖାଯାଇଛି । ବ୍ରେନ୍ ସର୍ଜରୀ ପରେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ … Read More

ୟୁଟ୍ୟୁବରେ ନାପସନ୍ଦ ହେଉଛି ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ-୨’

ମୁମ୍ବାଇ, (ଓଡିଶା ଟାଇମ୍‌): ନିକଟରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ଅଭିନୀତ ‘ସଡକ-୨’ ଫିଲ୍ମର ଟ୍ରେଲର ରିଲିଜ ହୋଇ ଯାଇଛି । ହେଲେ ରିଲିଜ ହେବାର କେଇ ଘଣ୍ଟା ପରେ ଫିଲ୍ମଟି ଟ୍ୱିଟରରେ ଟ୍ରୋଲ୍ ହେବା … Read More

୫ ଦିନ ପାଇଁ ବୁର୍ଲା ଥାନା ସିଲ୍

ବୁର୍ଲା, (ଓଡିଶା ଟାଇମ୍) : ସିଲ୍ ହେଲା ସମ୍ବଲପୁରର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜେଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇ ପୋଲିସ ପ୍ରଶାସନ । ତେବେ ଆସନ୍ତା ୫ ଦିନ ପାଇଁ … Read More

ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ, ସହରର ୭ଟି ସ୍ଥାନରେ ୧୪୪ ଧାରା ଜାରି

ସମ୍ବଲପୁର , (ଓଡିଶା ଟାଇମ୍) :ସମ୍ବଲପୁର ସହରର ପୁଣି ୭ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି … Read More