‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’ ବୋଲି କହିଲେ ପୂର୍ବତନ ମ୍ୟାନେଜର ଅଙ୍କିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏଭଳି ସମୟରେ ତାଙ୍କ ପୂର୍ବତନ ମ୍ୟାନେଜର ଅଙ୍କିତ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସୁଶାନ୍ତ କୌଣସି ପରିସ୍ଥିତିରେ … Read More

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଅଧିକ ଘନୀଭୂତ ହେବା ସହ ପଶ୍ଚିମକୁ ଗତି କରିବ । ଏହାର ପ୍ରଭାବରେ ଆଜିଠାରୁ ପୁଣି ବର୍ଷାର ପରିମାଣ … Read More

ଦେଶରେ ୨୭ ଲକ୍ଷ ଟପିଲା କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୫୫ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ ଓ ୮୭୬ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୭ ଲକ୍ଷ ୦୨ ହଜାର ୭୪୩ ରୁ ଅଧିକ ଟପିଛି । ଦେଶରେ … Read More

ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ … Read More

କଂଗ୍ରେସକୁ ଅନ୍ତ କରିଥିବା ବିଜେପିର ଟାର୍ଗେଟରେ ଆଞ୍ଚଳିକ ଦଳ

 କଂଗ୍ରେସ ଏହାର ସମସ୍ତ ଧ୍ୟାନ ପ୍ରଧାନମନ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ କରିଥିବାବେଳେ ମୋଦୀ-ଶାହାଙ୍କ ବିଜେପି ମମତାଙ୍କ ବଙ୍ଗଳା, ପଟ୍ଟନାୟକଙ୍କ ଓଡ଼ିଶା, କେସିଆରଙ୍କ ତେଲେଙ୍ଗାନା ଏବଂ ଜଗନ୍‌ଙ୍କ ଆନ୍ଧ୍ର ଉପରେ ନଜର ରଖିଛି । ଡି.କେ ସିଂ  ନୀତିଶ କୁମାରଙ୍କ ସହ କ’ଣ ଅଛି … Read More

ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୭୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ପଣ୍ଡିତଙ୍କ ଦେହାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ତଥା ପଦ୍ମ ବିଭୁଷଣ ପ୍ରାପ୍ତ ପଣ୍ଡିତ ଜସରାଜଙ୍କର ସୋମବାର ଦିନ ଆମେରିକାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଆମେରିକାର ନ୍ୟୁ ଜର୍ସିରେ … Read More

ପରଲୋକରେ ‘ଦ୍ରିଶ୍ୟମ’ ନିର୍ଦ୍ଦେଶକ ନିଶିକାନ୍ତ

ମୁମ୍ବାଇ, (ଓଡିଶା ଟାଇମ୍) : ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ସେ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜିରେ ଭର୍ତ୍ତି ହୋଇଥିଲେ । କୁହାଯାଉଛି ଯେ, … Read More

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

କେନ୍ଦ୍ରାପଡା, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଧରା ପଡିଲେ ପିଇଓ  ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ … Read More

ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ … Read More