ପରବର୍ତ୍ତୀ କଂଗ୍ରେସ ସଭାପତି ଗାନ୍ଧୀ ପରିବାର ବାହାରେ ହେବା ଉଚିତ : ପ୍ରିୟଙ୍କା ଗାନ୍ଧୀ

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ବଡ଼ ଭାଇ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଗାନ୍ଧୀ ପରିବାର ବାହାରେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ସଭାପତିଭାବେ ନିଯୁକ୍ତି କରାଯିବା ଉଚିତ । ପ୍ରିୟଙ୍କା … Read More

ବଢୁଛି କରୋନା ସଂକ୍ରମଣ, କୋଶଳା ପଞ୍ଚାୟତ ୭୨ ଘଣ୍ଟା ସଟ୍ ଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ସରପଞ୍ଚ ବିଳାସ ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଫଳରେ … Read More

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇର ତଦନ୍ତ; କଙ୍ଗନାଙ୍କ ଠାରୁ ଅକ୍ଷୟ କୁମାର ଯାଏଁ କିଏ କ’ଣ କହିଲେ, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ସିବିଆଇ କରିବ ବୋଲି ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଖବର ମିଳିବା ପରେ ସୁଶାନ୍ତଙ୍କ ଭଉଣୀଙ୍କ ସମେତ ବଲିଉଡ କଳାକାର ଓ … Read More

ମୁମ୍ବାଇ ଆସୁଛି ପଣ୍ଡିତ ଜଶରାଜଙ୍କ ପାର୍ଥୀବ ଶରୀର, ଆମେରିକାରେ ହୋଇଥିଲା ନିଧନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ତଥା ପଦ୍ମ ବିଭୁଷଣ ପ୍ରାପ୍ତ ପଣ୍ଡିତ ଜସରାଜଙ୍କର ପାର୍ଥୀବ ଶରୀର ଆଜି ମୁମ୍ବାଇରେ ପହଞ୍ଚିବ । ତାଙ୍କର ଅନ୍ତିମ ସଂସ୍କାର ଗୁରୁବାର ଦିନ ହେବା ନେଇ ସୁତ୍ରରୁ ପ୍ରକାଶ । ମୃତ୍ୟୁ … Read More

ସୁଧୁରୁଛି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟବସ୍ଥା, ସୂଚନା ଦେଲେ ପୁଅ ଅଭିଜିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ରହିଥିବା ଏବଂ ତାଙ୍କର ଭାଇଟାଲ୍ ପାରାମିଟର ନିୟନ୍ତ୍ରଣାଧିନ ଥିବା ବୁଧବାର ଦିନ କହିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖାର୍ଜି । ଆପଣ ମାନଙ୍କର ଶୁଭକାମନା ଓ … Read More

ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ, ପାସ୍ ହାର ୭୪.୯୫%

ଭୁବନେଶ୍ବର, (ଓଡିଶା ଟାଇମ୍) : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି +୨ ବାଣିଜ୍ୟ ରେଜଲ୍ଟ । ଚଳିତବର୍ଷ ୭୪.୯୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୨୫ହଜାର ୭୮୫ ପିଲାଙ୍କ ମଦ୍ୟରୁ ୧୯ହଜାର ୩୧୮ ପିଲା … Read More

ରାଜ୍ୟରେ ଚିହ୍ନଟ ହେଲେ ୨୫୮୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର … Read More

ସମ୍ବଲପୁରର ୧୬ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ଜାରି ହେଲା ୧୪୪ ଧାରା । କରୋନା ସଂକ୍ରମିତ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ । ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, … Read More