କେବେ ସରିବ କରୋନା ଭାଇରସ୍; ଏମିତି ଉତ୍ତର ରଖିଲେ ଡବ୍ଲୁଏଚଓ ମୁଖ୍ୟ
ଜେନେଭା, (ଓଡିଶା ଟାଇମ୍): ପାଖାପାଖି ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଦୁନିଆରୁ କରୋନା ଭାଇରସ୍ ଶେଷ ହେବ ବୋଲି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ଟେଡରୋସ୍ ଅଧାନୋମ୍ ଘେବ୍ରେସସ୍ କହିଛନ୍ତି । ଡବ୍ଲୁଏଚଓ ମୁଖ୍ୟଙ୍କ କହିବାନୁଯାୟୀ … Read More











