ଅକ୍ସଫୋର୍ଡ କୋଭଡି୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆଜିଠୁ ଆରମ୍ଭ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ ଅକ୍ସଫୋର୍ଡ ୟୁନିର୍ଭସିଟି ଦ୍ୱାରା ବିକଶିତ ହୋଇଥିବା କରୋନା ଭାଇରସ୍ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ମାନବ କ୍ଲିନିକାଲ୍ ଟ୍ରାଏଲ୍ ଆଜିଠୁ ଆରମ୍ଭ କରାଯାଉଛି । ‘କୋବିଶୀଲ୍ଡ’ର ସୁରକ୍ଷା … Read More











