ମୋ ପୁଅକୁ ବିଷ ଦେଉଥିଲା ରିୟା; ତାକୁ ତୁରନ୍ତ ଗିରଫ କରାଯାଉ: ସୁଶାନ୍ତଙ୍କ ବାପା
ମୁମ୍ବାଇ, (ଓଡିଶା ଟାଇମ୍): ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଥିବା ସାମ୍ନାକୁ ଆସୁଛି । ଏଭଳି ସମୟରେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । … Read More











