ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ, ପରିବହନ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ମହାମାରୀର ମୁକାବିଲା ପାଇଁ ଅନଲକ୍ ୪ର ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଅନେକ ନିୟମ କୋହଳ କରାଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ସରକାରୀ ଓ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି … Read More











