ହୀରାକୁଦ ଜଳଭଣ୍ଡାରର ପୁଣି ବନ୍ଦ ହେଲା ଆଉ ୩ଟି ଗେଟ

ସମ୍ବଲପୁର, (ଓଡିଶା ଟାଇମ୍): : ପୁଣି ବନ୍ଦ ହେଲା ଆଉ ୩ ଟି ଗେଟ । ଜଳ ଭଣ୍ତାର ଜଳ ସ୍ତର ହ୍ରାସ ପାଉଥିବାରୁ  ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ ହେଉଛି । ପୁର୍ବରୁ ୧୪ ଟି ଖୋଲା ଥିବା ବେଳେ ଆଜି … Read More

ଦେଶରେ ୩୯ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା; ମୋଟ୍ ୬୮ ହଜାର ମୃତ୍ୟୁ ମାମଲା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୯ ଲକ୍ଷ ୩୬ ହଜାର ୭୪୮ ରେ ପହଞ୍ଚିଛି। ଦେଶରେ କରୋନା ଜନିତ … Read More

ଓଡିଶାରୁ ସୁସ୍ଥ ହେଲେ ୩୨୭୮ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୭,୩୫୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା … Read More

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଜଗତସିଂହପୁର , (ଓଡିଶା ଟାଇମ୍):  ଭିଜିଲାନ୍ସ ହାତରେ ଜଗତସିଂହପୁର ଜିଲ୍ଲା ଡ୍ରଗ୍ ଇନ୍ସପେକ୍ଟର ଅଫିସର ଡାଟା ଏଣ୍ଟ୍ରି ଅପରେଟର । ଡ୍ରଗ୍ ଲାଇସେନ୍ସ କରାଇଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଡାଟା ଏଣ୍ଟ୍ରି … Read More

ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ  ଜାଲରେ ଏଏସ୍ଆଇ  ବାବୁ । ଏକ  ଜମିଜମା ଘଟଣାର ରଫଦଫା ପାଇଁ   ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ସୂଚନା ଅନୁସାରେ ରାଜକନିକା ବ୍ଲକ କଣ୍ଟପଡା … Read More

ଭଦ୍ରକରେ ରେକର୍ଡ଼ ସଂଖ୍ୟକ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ , (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୩୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ଭଦ୍ରଜ ଜିଲ୍ଲାରୁ ଆଜି ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ରେକର୍ଡ ସଂଖ୍ୟା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । … Read More

ସାଇକୋ ଲେଡି ମୋ ପୁଅକୁ ମାରିଛି : ଆଦିତ୍ୟଙ୍କ ମା’

ଭୁବନେଶ୍ବର, (ଓଡିଶା ଟାଇମ୍):  ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ଦିର୍ଘ ଦିନ ବ୍ୟବଧାନରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପାଙ୍କ ପରେ ଆଜି ଆଦିତ୍ୟଙ୍କ ମା’ ମୁହଁ ଖୋଲିଛନ୍ତି। ପୁଅର … Read More

ଭାରତ ଓ ଚୀନ୍ ସୀମା ବିବାଦ: ସ୍ଥିତି ସମୀକ୍ଷା ଲାଗି ଲଦାଖରେ ଆର୍ମି ଚିଫ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ୍ ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ସ୍ଥିତି ସମୀକ୍ଷା ପାଇଁ ଲଦାଖରେ ପହଞ୍ଚିଛନ୍ତି ଆର୍ମି ଚିଫ୍ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ଲଦାଖରେ … Read More

ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍):  ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ … Read More

୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର … Read More