ରାଜ୍ୟରେ ଚିହ୍ନଟ ହେଲେ ୪୧୮୦ କରୋନା ସଂକ୍ରମିତ,୧୭୧୩୪୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ନାମଲେଖା ପାଇଁ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ଆସନ୍ତାକାଲି ପ୍ରକାଶ ପାଇବ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସାମ୍ସ ୱେବସାଇଟ୍‌ରେ ପ୍ରଥମ … Read More

ଦେଶରେ ୨୪ଘଣ୍ଟାରେ କରୋନାରେ ୧୧୭୪ ମୃତ : ମୃତ୍ୟୁ ସଂଖ୍ୟା ୮୪,୪୦୪ରେ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୫୨ଲକ୍ଷ ପାର ହୋଇଗଲାଣି। ୨୪ଘଣ୍ଟାରେ ୯୬ହଜାର ୪୨୪ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୁରୁବାର ୧୧୭୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ୮୭,୭୭୮ ଲୋକେ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନା ରୋଗୀଙ୍କ … Read More

ଓଡିଆ ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ରର ନୂଆ ଦାୟିତ୍ୱ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶା ସାଂସଦ ସୁଜିତ କୁମାରଙ୍କୁ ନୂଆ ଦାୟିତ୍ୱ ଦେଇଛି କେନ୍ଦ୍ର । ଏବେ ସୁଜିତଜ ହୋଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ । କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ … Read More

ୟେଶିହିଦେ ସୁଗା ଜାପାନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଜାପାନ ସଂସଦ ପୂର୍ବତନ ପ୍ରଧାନମନ୍ତ୍ରୀ ସି​ଞ୍ଜୋ ଆବେଙ୍କ ସହଯୋଗୀ ୟୋଶିହିଦେ ସୁଗାଙ୍କୁ ନୂଆ ପ୍ରଧାନମନ୍ତ୍ର ଭାବେ ମନୋନୀତ କରିଛନ୍ତି। ପ୍ରାୟ ୮ବର୍ଷ ପରେ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଜାପାନର କ୍ଷମତାସୀନ … Read More

ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ-୧୯ ଟିକା ପରୀକ୍ଷଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣି ଥରେ ଅକ୍ସଫୋର୍ଡ-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ। ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଅନୁମତି କ୍ରମେ ପୁଣି ଆରମ୍ଭ ହେବ ଏହାର କ୍ଲିନିକାଲ ଟ୍ରାଏଲ। ଦ୍ବିତୀୟ ତଥା ତୃତୀୟ ପର୍ଯ୍ୟାୟ … Read More

ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଆଜି ସୁଦ୍ଧା ଜୀବନ ହାରିଲେଣି ୬୫୬

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର … Read More

ରାଜ୍ୟରେ ଚିହ୍ନଟ ହେଲେ ରେକର୍ଡ ୪୨୭୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ବଢି ଚାଲିଛି ସଂକ୍ରମଣ : ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ … Read More

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଖାଁ ଖାଁ ପୂଜାମଣ୍ଡପ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। କରୋନା ସ୍ଥିତିରୁ ଚଳିତ ବର୍ଷ ପୂଜାପେଣ୍ଡାଲ ଫିକା ପଡ଼ିଛି। କରୋନା ମହାମାରୀ କାରଣରୁ ପ୍ରମୁଖ ଶିଳ୍ପନଗରୀରେ ପୂଜାମଣ୍ଡପ ଖାଁ ଖାଁ ରହିଛି। ସମସ୍ତ ସ୍ଥାନରେ କରୋନା କଟକଣା ମଧ୍ୟରେ … Read More