ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ମୃତ ; ଅନେକ ଫସି ରହିଥିବା ସୂଚନା

ପଞ୍ଜାବ, (ଓଡିଶା ଟାଇମ୍) :ପଞ୍ଜାବର ମୋହାଲି ଜିଲ୍ଲାର ଡେରାବାସୀ ଅଞ୍ଚଳରେ କୋଠା ଭୁଶୁଡିବା ଖବର ସାମ୍ନାକୁ ଆସିଛି । ଖବର ପାଇ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏନଡିଆରଏଫର ମହାନିର୍ଦ୍ଦେଶକ ଟ୍ୱିଟ୍ କରି କହିଛନ୍ତି ଯେ, … Read More

ଟ୍ରମ୍ପଙ୍କ ଦାବି, ‘ନିର୍ବାଚନ ହାରିଲେ ସହଜରେ ଛାଡିବିନି ଶାସନ ଗାଦି’

ନ୍ୟୁୟର୍କ, (ଓଡିଶା ଟାଇମ୍) :ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଯଦି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ଗାଦି ଅନ୍ୟକୁ ଦେବା ପାଇଁ ମନା କରିଦେଇଛନ୍ତି … Read More

ରାଜ୍ୟରେ ୨୪ଘଣ୍ଟାରେ ୫୦ହଜାରରୁ ଅଧିକ କରୋନା ନମୁନା ପରୀକ୍ଷଣ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍‌କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର … Read More

ଗିରଫ ହୋଇପାରନ୍ତି ଅନୁରାଗ କାଶ୍ୟପ, ବିରୋଧରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ମୁମ୍ବାଇ, (ଓଡିଶା ଟାଇମ୍) : ଅନୁରାଗ କଶ୍ୟପଙ୍କ ବିରୋଧରେ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ମୁମ୍ବାଇ  ବିକ୍ରୋଲି ଥାନାରେ ଅଭିନେତ୍ରୀ ଏ ନେଇ ଏତଲା ରୁଜୁ କରିଥିବାବେଳେ ୨୦୧୩ ମସିହାରେ କଶ୍ୟପ ତାଙ୍କ ପ୍ରତି ବର୍ସୋବା … Read More

ଡ଼୍ରଗ୍ସ ଲିଙ୍କ ଘଟଣା ; ଏନସିବିର କାର୍ଯ୍ୟାଳୟରେ ହାଜିର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।  ଡ଼୍ରଗ୍ସ ଲିଙ୍କ ଘଟଣାରେ ବହୁ ସିନେ ତାରକାଙ୍କ ନାଁ … Read More

ପୂର୍ବତନ ମନ୍ତ୍ରୀ ସେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସିଟାଲରେ ଆଜି ସକାଳେ ପରଲୋକ ଘଟିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଗତ … Read More

ରାଜ୍ୟରେ ସର୍ବାଧିକ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର … Read More

ରାଜ୍ୟରେ ଚିହ୍ନଟ ହେଲେ ୪୩୪୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ ଅଫିସ୍‌ରେ ସିବିଆଇ ଚଢାଉ, ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ପାରାଦୀପ, (ଓଡିଶା ଟାଇମ୍) :ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ କାର୍ଯ୍ୟାଳୟ ଉପରେ ସିବିଆଇର ଚଢ଼ାଉ । ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ଜଣାପଡିଛି ।   … Read More

ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଅହମଦାବାଦ, (ଓଡିଶା ଟାଇମ୍) : ଗୁଜୁରାଟ ସୁରତର ହଜିରାସ୍ଥିତ ଓଏନଜିସି ପ୍ଲାଣ୍ଟରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଲଗାତାର ୩ଟି ବିସ୍ଫୋରଣ ପରେ ଓଏନଜିସି ପ୍ଲାଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ … Read More