ଦୁଇ ଦିନ ପାଇଁ ଆଠଗଡ ସଟ୍‌ଡାଉନ୍, ବ୍ୟବସାୟୀ ସଂଘ ପକ୍ଷରୁ ଘୋଷଣା

ଆଠଗଡ଼, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆଠଗଡରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲୁଛି … Read More

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ୍‌ । କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ … Read More

ଆଜି ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡି ଓ କନଫରେନ୍ସିଂ ମାଧ୍ୟମରେ ନମାମି ଗଙ୍ଗେ ମିଶନ୍‍ ଅଧୀନରେ  ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ। ସେହି ପ୍ରକଳ୍ପ ମଧ୍ୟରେ ଦୈନିକ ୬୮ ନିୟୁତ ଲିଟର ନର୍ଦ୍ଦମା ଜଳ … Read More

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା

ସୁନ୍ଦରଗଡ଼, (ଓଡିଶା ଟାଇମ୍) :ଜନ୍ମ ହେଲା ବେଳେ ମୋ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା … Read More

୨ ମନ୍ତ୍ରୀଙ୍କ ସମେତ ୧୨ ବିଧାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨ ମନ୍ତ୍ରୀଙ୍କ ସମେତ ୧୨ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ୍। ବିଧାନସଭାରେ ହୋଇଥିବା ଦ୍ୱିତୀୟ ଦିନର କୋଭିଡ ରିପୋର୍ଟ ଆସିସାରିଛି। କାଲିର ପରୀକ୍ଷାରୁ ଆଉ ୧୨ ବିଧାୟକ ଓ ୨ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ … Read More

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବାଲେଶ୍ୱରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । … Read More

ପ୍ରକାଶ ପାଇଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍) : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆଧିକାଂଶ ଅନର୍ସ … Read More

କଳ୍ପତରୁ ଓଝାଙ୍କୁ ବହିଷ୍କାର, ଦଳ ବିରୋଧି କାର୍ଯ୍ୟ ପାଇଁ ଆକ୍ସନ ନେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଳ୍ପତରଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ନିକଟରେ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଥିଲା … Read More

ଜମି ବନ୍ଧା ରଖି ସ୍ୱାମୀଙ୍କ ଶବକୁ ଟ୍ରଲିରେ ବୋହିବା ଘଟଣା, ଆର୍ଥିକ ସହାୟତା ପରେ ମୁକୁଳିଲା ଜମି

ବାରିପଦା (ଓଡିଶା ଟାଇମ୍) : ବାରିପଦା ରାସଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା l ହସ୍ପିଟାଲ ରେ ସ୍ବାମୀଙ୍କ ମୃତ୍ୟୁ ପରେ ଶବକୁ ଘରକୁ ନେବାକୁ ଗାଡି ନ ମିଳିବାରୁ ନିଜର ଜମିକୁ ବନ୍ଧା ରଖି ସ୍ବାମୀଙ୍କ ଶବକୁ … Read More

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୮ ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More