ରାଜ୍ୟରେ ଚିହ୍ନଟ ହେଲେ ୩୦୫୩ କରୋନା ସଂକ୍ରମିତ, ୨୨୯୩୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୦୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୯୩୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଦ୍ୱାରା ଲୋକାର୍ପିତ ହେଲା ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଅଟଳ ଟନେଲ୍‍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଅଟଳ ଟନେଲ୍‍ । ହିମାଚଳପ୍ରଦେଶ ରୋହତାଙ୍ଗରେ ସ୍ୱତନ୍ତ୍ର ଉତ୍ସବରେ ଏହାର ଲୋକାର୍ପଣ ହୋଇଛି। ଏହି ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ,ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, … Read More

ଆଜି ଲୋକାର୍ପଣ ହେବ ଅଟଳ ଟନେଲ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ହିମାଚଳ ପ୍ରଦେଶ ମନାଲି ସ୍ଥିତ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟନେଲ ଉଦଘାଟନ କରିବେ । ଉଦଘାଟନ ପରେ ମୋଦି … Read More

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲା, ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ବର, (ଓଡିଶା ଟାଇମ୍) :ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ଆଜି । ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ପ୍ରକଳ୍ପ ମାମଲା, ମହାନଦୀ ଜଳବିବାଦ ମାମଲା ଓ ବଂଶଧାରା ଜଳବିବାଦ ମାମଲାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିପାରିନାହିଁ । ପୋଲାଭରମ୍ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ … Read More

ଦେଶରେ ୧ ଲକ୍ଷ ଟପିଲା କରୋନା ଜନିତ ମୃତ୍ୟୁ ; ୨୪ ଘଣ୍ଟାରେ ୧୦୬୯ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର ହୋଇଛି। ୨୪ ଘଣ୍ଟାରେ ୧୦୬୯ ଆକ୍ରାନ୍ତ ମୃତ୍ୟୁ ହେବା ପରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି। ଦିନକରେ ୭୯, … Read More

ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୧୯୪୧୨୮କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୧୯୪୧୨୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ … Read More

ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ … Read More

ରାଜଧାନୀରୁ ଆଉ ୩୧୨ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୧୨  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫୪୭ରେ ପହଞ୍ଚିଛି । ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫୮ ଜଣ ରହିଥିବା ବେଳେ … Read More

ଘରୋଇ କମ୍ପାନି ସହାୟତାରେ ଅତ୍ୟାଧୁନିକ ଲଢୁଆ ବିମାନ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସର ସଫଳତା ପରେ ଭାରତ ଏବେ ୫ମ ପିଢିର ଅତ୍ୟାଧୁନିକ ଲଢୁଆ ବିମାନ (ଏଏମସିଏ ବା ଆଡଭାନ୍ସଡ ମଲଟିରୋଲ କମ୍ବାଟ ଏୟାରକ୍ରାଫ୍ଟ) ନିର୍ମାଣ କରିବାକୁ ଯୋଜନା କରୁଛି । … Read More

ଭାରତରେ ପ୍ରଥମ ଥର ପାଇଁ ଗୁଜୁରାଟରୁ ଆରମ୍ଭ ହେଉଛି ସି-ପ୍ଲେନ୍ ସେବା, ୨୨୦ କିଲୋମିଟର ଯାତ୍ରା ପୂରା ହେବ ୪୫ ମିନିଟରେ

ଅହମଦାବାଦ, (ଓଡିଶା ଟାଇମ୍ ) :ଭାରତରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରାରମ୍ଭ ଗୁଜୁରାଟ ସାବରମତୀ ନଦୀରୁ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଗୁଜୁରାଟ ସରକାର ସି-ପ୍ଲେନ୍ ପ୍ରୋଜେକ୍ଟ ଲଞ୍ଚ କରିବେ। ଅବଶ୍ୟ … Read More