ରାଜ୍ୟରେ ଚିହ୍ନଟ ହେଲେ ୩୧୪୪ କରୋନା ସଂକ୍ରମିତ,୨୪୪୧୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୪୧୪୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୯,୯୦୯ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯,୯୦୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ ୮୦୫୧ଟି ଆରଟି-ପିସିଆର, ୪୧,୭୨୯ଟି ଆଣ୍ଟିଜେନ ଓ ୧୨୯ଟି ଟ୍ରୁନଟ୍‌ ନମୁନା ପରୀକ୍ଷା ଅନ୍ତର୍ଭୁକ୍ତ । ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ … Read More

ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା । ପଟ୍ରୋଲ ପମ୍ପରେ ନିଆଁ ଲାଗି ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ … Read More

ଆଜି ବାୟୁସେନା ଦିବସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ଭାରତୀୟ ବାୟୁସେନା ଦିବସ । ଚଳିତ ବର୍ଷ ବାୟୁସେନା ଦିବସରେ ଚମକ ଦେଖାଇବ ରାଫେଲ୍ । ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ ହେବ … Read More

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୧ ତାରିଖରୁ ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ପୁଣି ଆଉ ଗୋଟିଏ ଦାନା ବାନ୍ଧୁଛି। ଆସନ୍ତା ୯ ତାରିଖବେଳକୁ ଲଘୁଚାପ ରୂପ ନେବ। ଏହା ପରେ ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ସମ୍ଭାବ୍ୟ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ … Read More

ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ହେଲେ ଅଧିକ, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୩୪୫୫

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଶ୍ଵସ୍ତକର ବିଷୟ ଏବେ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୩୪୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୧୩ … Read More

ଆର୍ଥିକ ବର୍ଷ ୨୧ର ଦ୍ଵିତୀୟ ତ୍ରୈମାସରେ ୧.୮୪ ନିୟୁତ ଟନ ଇସ୍ପାତ ଉତ୍ପାଦନ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଆର୍ଥିକ ବର୍ଷ ୨୦୨୦ର ଦ୍ଵିତୀୟ ତ୍ରୈମାସ ତୁଳନାରେ ଆର୍ଥିକ ବର୍ଷ ୨୦୨୧ ଦ୍ଵିତୀୟ ତ୍ରୈମାସରେ ରେକର୍ଡ ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ତାର … Read More

କୋଭିଡ ଆରୋଗ୍ୟ କ୍ଷେତ୍ରରେ ଶୀ​ର୍ଷ​‌ ସ୍ଥାନରେ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋଭିଡ ଆରୋଗ୍ୟ ହାର ୮୫ ପ୍ରତିଶତ ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫୭ ଲକ୍ଷ ୪୪ ହଜାର … Read More

ବନ୍ଧୁକ ମୁନରେ ଅପହରଣ, କେସିଙ୍ଗାରୁ ଉଦ୍ଧାର ହେଲେ ନିର୍ବ।ହୀ ଅଧିକାରୀ

ଝାରସୁଗୁଡ଼ା, (ଓଡିଶା ଟାଇମ୍) : ବନ୍ଧୁକ ମୁନରେ ନିର୍ବ।ହୀ ଅଧିକାରୀଙ୍କୁ ଅପହରଣ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବ।ହୀ ଅଧିକାରୀ ମନୋରଞନ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ତାଙ୍କ ସରକାରୀ କ୍ବାଟରରୁ ପାଞ୍ଚରୁ ସାତ ଜଣ … Read More

ରାଜ୍ୟରେ ସର୍ବାଧିକ ୧୮କରୋନା ସଂକ୍ରମିତଙ୍କ ମୃତ୍ୟୁ, ୯୫୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା … Read More