ଦେଶରେ କରୋନା ସଂକ୍ରମଣ ୬୯ ଲକ୍ଷ ଟପିଲା, ୭୦ ହଜାରରୁ ଅଧିକ ନୂଆ ମାମଲା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୪୯୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୯୬୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି … Read More











