ଋଷକୁ ସାମସଙ୍ଗ୍ର ବଡ ଝଟ୍କା, ସାମଗ୍ରୀର ଯୋଗାଣ ବନ୍ଦ କଲା କମ୍ପାନୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ସାମସଙ୍ଗ୍ ଏକ ବଡ ନିଷ୍ପତ୍ତି ନେଇଛି । ସାମସଙ୍ଗ୍ ସମସ୍ତ ପ୍ରଡକ୍ଟର ସିପମେଣ୍ଟ୍ ସସପେଣ୍ଡ୍ କରିଥିବା ଘୋଷଣା କରିଛି । ସାମସଙ୍ଗ୍ କହିଛି ଯେ, … Read More











