ଦିନକରେ ପୁଣି ୬୨,୨୧୨ କରୋନା ଆକ୍ରାନ୍ତ ଚିହ୍ନଟ, ୭୪ ଲକ୍ଷ ପାର ହେଲା ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ କରୋନା ଆକ୍ରାନ୍ତ। କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। କୌଣସି ବି ପରିସ୍ଥିତିରେ ନିୟନ୍ତ୍ରଣାଧୀନ ହେଉନି ମହାମାରୀ କରୋନା। ଗତ ୨୪ ଘଣ୍ଟା ମଧ୍ୟରେ … Read More











