ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ତଥା ସିନେମାଟୋଗ୍ରାଫର ରାଜଗୋପାଳ ମିଶ୍ରଙ୍କ ପରଲୋକ ହୋଇଛି। ଓଡ଼ିଶାର  ସିନେପ୍ରେମୀ ଓ ଜନତାଙ୍କ ଗହଣରେ ସେ ରାଜୁ ମିଶ୍ର ଭାବେ ବିଶେଷ ପରିଚିତ ଥିଲେ। ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ … Read More

ରାଜ୍ୟରେ ଆଉ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୦ କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୩୮୯ କରୋନା ସଂକ୍ରମିତ, ୨୯୩୨୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୩୨୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ସଂକ୍ରମିତ, ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳ ଓ ତାଙ୍କ ପତ୍ନୀ ଉଭୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୂନା ପରୀକ୍ଷା କରାଇନେବାକୁ ରାଜ୍ୟପାଳ … Read More

ଦେଶରେ ୨୪ ଘଣ୍ଟାରେ ୪୫ ହଜାର ୨୩୧ କରୋନା ପଜିଟିଭ୍‌, ୪୯୬ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୨୩୧ କରୋନା ପଜିଟିଭ୍‌ ଚିହ୍ନଟ … Read More

ଭୁବନେଶ୍ବରରେ ଆଜିଠୁ ଖୋଲିବ ସମସ୍ତ ଆହାର କେନ୍ଦ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରେ ଆଜିଠୁ ଖୋଲିବ ସମସ୍ତ ଆହାର କେନ୍ଦ୍ର। କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ସମସ୍ତ ଆହାର କେନ୍ଦ୍ର ବନ୍ଦ ଥିଲା। ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ … Read More

ଆଜିଠୁ କଟକରେ ସେରୋ ସର୍ଭେ

କଟକ, (ଓଡିଶା ଟାଇମ୍) :ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ସିଏମସିର ୨୫ଟି ୱାର୍ଡରେ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ … Read More

ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଯୁବକ ଗିରଫ

ବାସୁଦେବପୁର, (ଓଡିଶା ଟାଇମ୍) :ଆଉ ଏକ ଠକେଇ କାରବାରର ପର୍ଦ୍ଧ।ପାସ କରିଛି ବାସୁଦେବପୁର ପୋଲିସ। ଗତ କିଛି ଦିନ ତଳେ ୧ କ୍ବିଣ୍ଟାଲ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହୋଇଥିଲେ। ପୁଣି ଏଥର  ଜାଲ ନୋଟ କାରବାରର ପର୍ଦ୍ଧ।ଫାସ କରିଛି ବାସୁଦେବପୁର … Read More

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ତି, (ଓଡିଶା ଟାଇମ୍) : ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସମେତ ସ୍ପେଶାଲ ଡିଜିପି ସିଆରପିଏଫ କୁଲଦୀପ ସିଂହ, ଡାଇରେକ୍ଟର ଇଣ୍ଟେଲଜଜେନ୍ସ ଆର.କେ.ଶର୍ମା, ଆଇଜି ଅପ୍ରେସନ ଏ . ଠାକୁର, ଅନ୍ୟ ପୁଲିସ ଉଚ୍ଚ ଅଧିକାରୀ ଏବଂ ସିଆରପିଏଫର ଉଚ୍ଚ … Read More

ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୩୩୧ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୭୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୩୧ କୁ ବୃଦ୍ଧି ପାଇଛି । ଏନେଇ … Read More