ଓଡ଼ିଶାରେ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍ସିଲ୍ ଗଠିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଫିଜିଓଥେରାପି ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ଓଡ଼ିଶାରେ ରାଜ୍ୟ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍ସିଲ୍ ଗଠିତ ହୋଇଯାଇଛି । ଓଡ଼ିଶା ଷ୍ଟେଟ୍ କାଉନ୍ସିଲ୍ ଫର୍ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ, ୨୦୧୯ ବଳରେ … Read More











