ଭୁଷୁଡ଼ି ପଡ଼ିଲା କଟକର ଛତ୍ର ବଜାର ପୋଲ; ମାଟି ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
କଟକ, (ଓଡିଶା ଟାଇମ୍): ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ ତଳେ କିଛି ଲୋକ ଚାପି ହୋଇଯାଇଥିବା ସୂଚନା । ପୋଲ କାମ ଚାଳିଥିବା ବେଳେ କିଛି … Read More











