ରାଜ୍ୟରେ ଚିହ୍ନଟ ହେଲେ ୭୪୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୪୯କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୪୦୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଆଜି ବିହାରରେ ଗଠନ ହେବ ନୂଆ ସରକାର : ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

ବିହାର, (ଓଡିଶା ଟାଇମ୍) :ଆଜି ବିହାରରେ ଗଠନ ହେବ ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଅପରାହ୍ନଣ ସାଢେ ୪ ଟାରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ … Read More

୧୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ। ୧୮ରୁ ବଢିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ … Read More

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମୁମ୍ବାଇ, (ଓଡିଶା ଟାଇମ୍) :ମହାରାଷ୍ଟ୍ରର ସମସ୍ତ ଧାର୍ମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି। ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିକୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି। ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି … Read More

କ୍ୱାରେଣ୍ଟାଇନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ, (ଓଡିଶା ଟାଇମ୍) :ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପୃଥକବାସରେ ରହିଛନ୍ତି । ଏନେଇ ଡାଉନିଂ ଷ୍ଟ୍ରିଟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି । ମୁଖପାତ୍ରଙ୍କ … Read More

ରାଜଧାନୀରେ ଚିହ୍ନଟ ହେଲେ ୫୭ ସଂକ୍ରମିତ, ସୁସ୍ଥ ହୋଇ ଘରକୁ ଫେରିଲେ ୭୫

ଭୁବନେଶ୍ବର, (ଓଡିଶା ଟାଇମ୍) : ନଭେମ୍ବର ମାସରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଦୀର୍ଘ ତିନିରୁ ଚାରି ମାସ ହେବ କରୋନାର ହଟ୍‌ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାର ଦେଖିବାକୁ ମିଳିଛି । କରୋନା … Read More

ସୁନ୍ଦରଗଡ଼ : ଏମସିଏଚ୍ କୋଠାରେ ଚାଲିଲା ଅତ୍ୟାଧୁନିକ ଏସଏନସିୟୁ, ଜିଲ୍ଲାପାଳ କଲେ ଉଦଘାଟନ

ସୁନ୍ଦରଗଡ଼, (ଓଡିଶା ଟାଇମ୍) :ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନସିୟୁ)କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ (ଏମସିଏଚ୍‌) କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି । ଶନିବାର ଦିନ ଏହି ନୂଆ … Read More

ଆସନ୍ତାକାଲି ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ

ପାଟନା, (ଓଡିଶା ଟାଇମ୍) :ବିହାରରେ ନୂଆ ସରକାର ଗଠନର ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତାକାଲି ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସୁଶୀଲ ମୋଦୀ ଏବଂ ବିହାର ସରକାରଙ୍କ କ୍ୟାବିନେଟର ଅନେକ … Read More

ବିଧାନସଭା ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଶ୍ନକାଳ ରହିବ କି ନାହଁ  ସେନେଇ ଆଲୋଚନା ହେବ … Read More

୩୧ ତମ ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା ଉଦ୍‍ଘାଟିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିଶୁମାନେ ଭବିଷ୍ୟତ ରେ ବଡହେବା ପାଇଁ ସ୍ଵପ୍ନ ଦେଖିବା ଓ ଏହି ସ୍ଵପ୍ନ କୁ ସାକାର କରିବା ଲାଗି ନିରନ୍ତର ନିଜର ପ୍ରୟାସ ଜାରି ରଖିବା ଆବଶ୍ୟକ । ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ … Read More