ଟାଟା ଷ୍ଟିଲ୍ର ସିଏସ୍ଆର୍ ୨୦୨୫ ସୁଦ୍ଧା ୨ ନିୟୁତ ଲୋକଙ୍କ ଜୀବନକୁ ସ୍ପର୍ଶ କରିବ
ଭୁବନେଶ୍ବର, (ଓଡିଶା ଟାଇମ୍) : ସିଏସ୍ଆର୍ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱକୁ ଜାରି ରଖି ଟାଟା ଷ୍ଟିଲ୍ ୨୦୨୫ ସୁଦ୍ଧା ବାର୍ଷିକ ଅତିକମ୍ରେ ଦୁଇ ନିୟୁତ ଲୋକଙ୍କ ପାଖରେ ପହଂଚିବା ଏବଂ ସେମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛି । … Read More











