ଦେଶରେ ଦିନକରେ ୩୧ ହଜାର ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦିନକରେ ୩୧ ହଜାର ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୨,୮୧୦ ରେ ପହଞ୍ଚିଛି। ସେହିଭଳି ଆଜି ୪୮୨ ଜଣ କରୋନାରେ … Read More

ଆଜିଠୁ ସବୁ ରୁଟ୍‌ରେ ଗଡିଲା ମୋ ବସ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ରାଜ୍ୟର ସବୁ ରୁଟ୍‌ରେ ଚାଲିବ “ମୋ ବସ୍”। କୋଭିଡ଼୍ ନିୟମ ଅନୁପାଳନ କରି “ମୋ ବସ୍”‌ ସେବା ଆରମ୍ଭ କରାଯିବ। ଏନେଇ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ … Read More

ଜଗତପୁରରେ ଠାବ ହେଲା ନକଲି ଫ୍ୟାକ୍ଟ୍ରି, ମିଳିଲା କୋଟିଏ ଟଙ୍କାର ଘିଅ

କଟକ, (ଓଡିଶା ଟାଇମ୍) : କଟକ ଯେମିତି ଏବେ ଅପମିଶ୍ରଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ସୋମବାର ଜଗତପୁର ଶିଳ୍ପାଞ୍ଚଳରେ ଠାବ ହୋଇଛି ଅପମିଶ୍ରିତ ଘିଅ ଓ ତେଲର କାରଖାନା । ସୁବାସ ଘିଅ କାରଖାନାରେ ଚଢାଉ କରି ପୋଲିସ ଜବତ କରିଛି … Read More

ଡିସେମ୍ବର ୪ରେ ସର୍ବଦଳୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସାରା ବିଶ୍ବରେ କରୋନା ମହାମାରୀ ଲାଗାତାର ଭାବେ ବଢିବାରେ ଲାଗିଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଭାବେ କମିନାହିଁ । ଦେଶରେ ରବିବାର ତୁଳନାରେ ସୋମବାର କମ … Read More

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୯କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୨୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି

ଭୁବନେଶ୍ବର, (ଓଡିଶା ଟାଇମ୍)  : ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା କାଲି ହେବ। ଏହା ଅପରାହ୍ଣ ୧ଟା୨୨ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୩ ମିନିଟରେ ଶେଷ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଭାରତରେ … Read More

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗା ଭସା ଉପରେ ରୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ଯୋଗୁଁ କାର୍ତ୍ତିକ ଉତ୍ସବ ଫିକା । ବୋଇତ ବନ୍ଦାଣ ଉତ୍ସବ ବି ବନ୍ଦ ରହିଛି । ଚଳିତଥର ନଦୀ ଓ ଜଳାଶୟରେ ଡଙ୍ଗା ଭସା ଉପରେ କଟକଣା … Read More

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) : ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ।  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଧାନସଭାରେ ‘ପରୀ’ ହତ୍ୟା ମାମଲାକୁ ନେଇ ବିରୋଧି ବିଜେପି ଗୃହ … Read More

ବିଧାନସଭାକୁ ଚାରିପଟୁ ସିଲ୍ କଲା ପୋଲିସ

ଭୁବନେଶ୍ବର, (ଓଡିଶା ଟାଇମ୍) :ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଚତୁପାର୍ଶ୍ୱ ରାସ୍ତାକୁ ସିଲ୍ କଲା କମିଶନରେଟ୍ ପୋଲିସ । ଏହାସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି । ଲୋକସେବା ଭବନ ଠାରୁ ରବୀନ୍ଦ୍ର … Read More