୨୪ ଘଣ୍ଟାରେ ୩୦,୨୫୪ ନୂଆ ପଜିଟିଭ ଚିହ୍ନଟ; ୩୯୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କିଛି ସପ୍ତାହ ଧରି ଉଭୟ ହ୍ରାସ ଓ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟା ୩୦,୨୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସଶଧୀନ ଅବସ୍ଥାରେ ୩୯୧ଜଣଙ୍କ … Read More

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ନକ୍ସଲ ଗୁଳିବିନିମୟ, ୨ ନକ୍ସଲ ନିହତ

ମାଲକାନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନକ୍ସଲ  ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁରା ଅଞ୍ଚଳକୁ ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ବ ହୋଇଛି । ଖବର ଅନୁଯାୟୀ, ସାଭିମାନ … Read More

୩ରୁ ଖୋଲିବ ଶ୍ରୀମନ୍ଦିର !

ପୁରୀ, (ଓଡିଶା ଟାଇମ୍) : କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ । କେବଳ ନୀତିକାନ୍ତି ହିଁ ସମ୍ପାଦନ ହେଉଛି । ତେବେ କେବେ … Read More

ପିପିଲି ଟୋଲ୍ ଗେଟରେ ସିପିଆଇ- ଏମଏଲ୍ ପକ୍ଷରୁ ବିକ୍ଷୋଭ, ସଂପୂର୍ଣ୍ଣ ଦେୟମୁକ୍ତ କରିବାକୁ ଦାବି

ପିପିଲି, (ଓଡିଶା ଟାଇମ୍) : କୃଷକ ଓ ଖାଉଟି ବିରୋଧୀ କଳା ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରିଛନ୍ତି। ଏଥିରେ ଅଖିଳ ଭାରତ କୃଷକ ସଂଘର୍ଷ … Read More

ନଡ୍ଡାଙ୍କ ଗାଡ଼ି ଉପରେ ପଥରମାଡ଼ ଘଟଣାରେ ୭ ଗିରଫ

କଲିକତା, (ଓଡିଶା ଟାଇମ୍) :ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ଗୁରୁବାର ଡାଇମଣ୍ଡ ହାରବରରେ ହୋଇଥିବା ପଥରମାଡ଼ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି କୋଲକାତା ପୁଲିସ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର … Read More

ଫାଇଜର୍ ଭାକସିନ୍‌କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକାର ଖାଦ୍ୟ ଏବଂ ଔଷଧି ପ୍ରଶାସନ ବା ଏଫଡିଏ ଶୁକ୍ରବାର ଫାଇଜର-ବାୟୋଏନଟେକ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏନେଇ ଏଫଡିଏର ମୁଖ୍ୟ ବୈଜ୍ଞାନିକ ଫାଇଜରକୁ ପତ୍ର ଲେଖି ସୂଚନା ଦେଇଛନ୍ତି । … Read More

ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ । ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା । ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି … Read More

ନୟାଗଡରୁ ପୁଣି ଶିଶୁ କନ୍ୟା ନିଖୋଜ, ଗାଁ ଦାଣ୍ଡରୁ ହଠାତ ହୋଇଗଲା ଉଭାନ

ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି। ପରୀକୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ତାହାର ତଦନ୍ତ … Read More

ନୂଆ ଚିହ୍ନଟ ଆକ୍ରାନ୍ତ ୩୦,୦୦୫ ; ମୋଟ ଆକ୍ରାନ୍ତ ୯୮ ଲକ୍ଷ ୨୬ ହଜାର ୭୭୫କୁ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଗତ କିଛି ଦିନ ଧରି ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। … Read More

୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ଅନଗୁଳ, (ଓଡିଶା ଟାଇମ୍) :ଅନୁଗୋଳ ଜିଲ୍ଲା କଣଲୋଇ ଅଞ୍ଚଳରୁ ପାଖାପାଖି ଗୋଟିଏ  ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ। ଆଜି ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ବହୁ ପରିମାଣର ଗଜେଇ ଗଛ କାଟି ନିଆଁ ଲଗାଇ … Read More