ଶିବସେନା ନେତା ସଂଜୟ ରାଉତଙ୍କ ପତ୍ନୀଙ୍କୁ ଇଡିର ସମନ, ୨୯’ରେ କରିବ ଜେରା
ମୁମ୍ବାଇ, (ଓଡିଶା ଟାଇମ୍) : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନୋଟିସ କରିଛି। ପିଏମସି ବ୍ୟାଙ୍କ ଦୁର୍ନୀତିର ତଦନ୍ତ ସଂପର୍କରେ ଏହି ନୋଟିସ ପଠାଯାଇଛି। ସୂଚନାନୁସାରେ, ୨୯ ଡିସେମ୍ବରରେ ବର୍ଷା ରାଉତଙ୍କୁ ପଚରାଉଚରା … Read More











