ଆଜି କୋଭିଡ୍-୧୯ ବିରୁଦ୍ଧରେ ବିଶ୍ବର ସର୍ବ ବୃହତ ପ୍ରତିଷେଧକ ଟୀକାକରଣ କାର୍ୟ୍ୟକ୍ରମ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ୍-୧୯ ବିରୁଦ୍ଧରେ ବିଶ୍ବର ସର୍ବ ବୃହତ ପ୍ରତିଷେଧକ ଟୀକାକରଣ କାର୍ୟ୍ୟକ୍ରମର ଆଉ ଅଳ୍ପ ସମୟ ପରେ ଶୁଭାରମ୍ଭ କରିବେ। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୋଦୀ ସକାଳେ ୧୦ଟା୩୦ରେ ଏହି କାର୍ୟ୍ୟକ୍ରମର … Read More











