ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍ : ଚାଷୀଙ୍କ ପାଇଁ ହୋଇପାରେ ବଡ ଘୋଷଣା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ରେ ବର୍ଷ ୨୦୨୧-୨୨ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ତେବେ ଚଳିତ ବଜେଟ୍ରେ କେଉଁ କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ … Read More











