ମାଓବାଦୀଙ୍କ ଯୋଜନା ପଣ୍ଡ; ଅଳ୍ପକେ ବର୍ତ୍ତିଲେ CRPF ଯବାନ
ସୁକୁମା, (ଓଡିଶା ଟାଇମ୍) : ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ। ଉପସ୍ଥିତ ବୃଦ୍ଧି ଓ ଅଦମ୍ୟ ସାହସ ଯୋଗୁ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ। ମିଳିଥିବା ସୂଚନା … Read More











