ମାର୍ଚ୍ଚ ପହିଲାରୁ ଅନ୍ଲାଇନ୍ରେ ପଢିବେ +୩ ପ୍ରଥମ ବର୍ଷ ବିଦ୍ୟାର୍ଥୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଆସନ୍ତା ମାର୍ଚ୍ଚ ପହିଲାରୁ ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହେବ। ତେବେ ପାଠପଢା ଅନ୍ଲାଇନ୍ରେ ଅନୁଷ୍ଠିତ ହେବ। କରୋନା … Read More











