ଦେଶର ଥିବା ବିଭିନ୍ନ ବନ୍ଦରର ଉନ୍ନତି ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର’- ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାରିଟାଇମ୍ ଇଣ୍ଡିଆ ସମିଟ୍-୨୦୨୧କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସାମୁଦ୍ରିକ ଅର୍ଥ୍ୟବ୍ୟବସ୍ଥାର ବିକାଶକୁ ଆଗକୁ ବଢାଇବା ଉପରେ ଆଲୋକପାତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ … Read More











