କରୋନା ଚିକିତ୍ସାରେ ସହାୟକ ହେବ ସେନା: ଦରକାର ହେଲେ ରିଟାୟାର୍ଡ଼ ସେନା ଡାକ୍ତର ବି ଡକା ହେବେ
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ବିଭାଗର ସହାୟତା ଲୋଡ଼ିଛନ୍ତି। ମବସାମିରିକ ପ୍ରତିଷ୍ଠାନଗୁଡ଼ିକୁ ଯଥା ସମ୍ଭବ ସହାୟତା ଯୋଗାଇବା ଲାଗି ଶ୍ରୀ ମୋଦି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ଙ୍କୁ ନିର୍ଦେଶ ଦେଇଛନ୍ତି। ଏହିକ୍ରମର ସେନାବାହିନୀରେ … Read More











