ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ, ଜୁନ ପହିଲାରେ ତାରିଖ ଘୋଷଣା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ୍ ପ୍ରକୋପକୁ ଦେଖି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯାଇଥିଲା। ପରୀକ୍ଷା ହେବ କି ନାହିଁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ। ଅନ୍ୟପଟେ ଏହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ବଡ଼ ବଡ଼ … Read More











