ଆଜି ସନ୍ଧ୍ୟା ସାଢ଼େ ୬ଟାରେ କ’ଣ କହିବେ ମୁଖ୍ୟ ଶାସନ ସଚିବ ?
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍ମିଟ୍ କରିବେ। ମୁଖ୍ୟ ଶାସନ ସଚିବ କରୋନା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି। ମେ’୧୮ରେ ଲକ୍ଡାଉନ୍ ଅବଧି ବୃଦ୍ଧି … Read More











