ଦେଶରେ ଜୁନ ୨୧ରୁ ସମସ୍ତଙ୍କୁ ମାଗଣାରେ ମିଳିବ ଟିକା, ରାଜ୍ୟକୁ ଭ୍ୟାକ୍ସିନ ଯୋଗାଇ ଦେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ଦ୍ବିତୀୟ ଲହର ଆୟତ୍ତକୁ ଫେରୁଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଆଜି ବି ଦେଶ କରୋନା ସହ ଲଢ଼ୁଛି। ଗତ ଦିନରେ କରୋନାର ସଂକ୍ରମଣର ପିକ୍ ଦେଖିବାକୁ ମିଳିଛି। … Read More











