କାଲୁଚୌକ୍ ଏବଂ କୁଞ୍ଜଓ୍ୱାନିରେ ଆଜି ପୁଣି ଉଡିଲା ଡ୍ରୋନ୍, ଆଲର୍ଟରେ ସେନା
ଜମ୍ମୁ, (ଓଡିଶା ଟାଇମ୍): ଜାମ୍ମୁର କାଲୁଚୌକ୍ ଏବଂ କୁଞ୍ଜଓ୍ୱାନୀରେ ଆଜି ସକାଳେ ପୁଣିଥରେ ଡ୍ରୋନ୍ ଉଡୁଥିବା ନଜର ଆସିଛି । ଯଦିଓ ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ଜାମ୍ମୁରେ କ୍ରମାଗତ ଭାବେ ଡ୍ରୋନ୍ ଉଡୁଥିବା ମାମଲା ସାମ୍ନାକୁ ଆସୁଛି … Read More











