୨୦ ଜିଲ୍ଲାରେ ବସ୍ ଚଳାଚଳ ନେଇ ଜାରି ହେବ ଗାଇଡ୍ଲାଇନ୍
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଜୁଲାଇ ମାସର ଗାଇଡ୍ ଲାଇନ୍ କିଛି କଟକଣାକୁ କୋହଳ କରାଯାଇଛି । ୩୦ଟି ଜିଲ୍ଲାକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି । ଏ- କାଟେଗୋରୀରେ ୨୦ ଜିଲ୍ଲା ରହିଥିବା ବେଳେ ସଂକ୍ରମଣ ୫ ପ୍ରତିଶରୁ ଅଧିକ … Read More











