କୋଭିଡ୍କୁ ମାତ୍ ଦେଲେ ୯୭ ବର୍ଷୀୟ ବୃଦ୍ଧା, ସମ୍ ହସ୍ପିଟାଲ୍ରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେ
ଭୁବନେଶ୍ଵର, (ଓଡିଶା ଟାଇମ୍): ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ । ସମ୍ କୋଭିଡ ହସ୍ପିଟାଲ୍ରୁ ପୁଣି … Read More











